ବିଜୟା ଦଶମୀ ଅବସରରେ ପଟ୍ଟନାୟକ ପଡ଼ା ଦୁର୍ଗାମଣ୍ଡପ ଠାରେ ସ୍ମରଣିକା ପ୍ରଗତି  ଉନ୍ମୋଚିତ
ବିଜୟା ଦଶମୀ ଅବସରରେ ପଟ୍ଟନାୟକ ପଡ଼ା ଦୁର୍ଗାମଣ୍ଡପ ଠାରେ ସ୍ମରଣିକା ପ୍ରଗତି  ଉନ୍ମୋଚିତ
ବିଜୟା ଦଶମୀ ଅବସରରେ ପଟ୍ଟନାୟକ ପଡ଼ା ଦୁର୍ଗାମଣ୍ଡପ ଠାରେ ସ୍ମରଣିକା ପ୍ରଗତି  ଉନ୍ମୋଚିତ


ସମ୍ବଲପୁର, ୨୨, ଅକ୍ଟୋବର (ହି.ସ.)୧୨୫ ତମ ସାର୍ବଜନୀନ ଦୁର୍ଗାପୂଜା ଉତ୍ସବ ପାଳନ ଅବସରରେ ସାର୍ବଜନୀନ ଦୁର୍ଗାପୂଜା କମିଟି ପଟ୍ଟନାୟକ ପଡ଼ା ତରଫରୁ ସ୍ମରଣିକା ପ୍ରଗତି ଉନ୍ମୋଚିତ ହେଇଯାଇଛି। ଏହି ଉନ୍ମୋଚନ ଉତ୍ସବ ରେ ମୁଖ୍ୟ ଅତିଥି ସମ୍ବଲପୁର ଓକିଲ ସଂଘ ର ପୂର୍ବତନ ସଭାପତି ପ୍ରଦୀପ ବହିଦାର,ସମ୍ମାନିତ ଅତିଥି ପଟ୍ଟନାୟକ ପଡ଼ା ଦୁର୍ଗାପୂଜା ର ବରିଷ୍ଠ ସଭ୍ୟ ବିକ୍ରମ ସାହାଣୀ, ୧୨୫ତମ ସାର୍ବଜନୀନ ଦୁର୍ଗାପୂଜା କମିଟି ର ସଭାପତି ରାଜେଶ ବହିଦାର, ସମ୍ପାଦକ ସୁବ୍ରତ ବକ୍ସି, ସ୍ମରଣିକା ପ୍ରଗତି ର ସଂଯୋଜକ ପ୍ରିୟରଞ୍ଜନ ବେହେରା, ସମ୍ପାଦକ ସମ୍ବିତ ସ୍ୱାଇଁ ,ସହ ସମ୍ପାଦକ ଆଭାସ ପଣ୍ଡା , ୧୨୫ତମ ସାର୍ବଜନୀନ ଦୁର୍ଗାପୂଜା କମିଟି ର କୋଷାଧ୍ୟକ୍ଷ ବିକାଶ ପଣ୍ଡା ,ରାଜା ସ୍ବାଇଁ , ପ୍ରହଲ୍ଲାଦ ବାଗ ଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ଓ ପଡ଼ାବାସୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande