
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ଅମିତ
ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଯୁଗାନ୍ତକାରୀ ନେତା, ମାନ୍ୟବର କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଜୀଙ୍କୁ ଜନ୍ମଦିନର
ଅନେକ ଅନେକ ଶୁଭେଚ୍ଛା। ଆପଣଙ୍କର ଦୃଢ଼ ସଂକଳ୍ପ, ସଶକ୍ତ ନେତୃତ୍ୱ ଏବଂ ଦେଶ ପ୍ରତି ସମର୍ପଣ ଭାବନା ଆମ ସମସ୍ତଙ୍କ ପାଇଁ
ପ୍ରେରଣାର ଉତ୍ସ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଦୀର୍ଘାୟୁ, ସୁସ୍ଥ, ନିରାମୟ ଜୀବନ ଏବଂ ଦେଶସେବାରେ ନିରନ୍ତର ସଫଳତା ପାଇଁ ପ୍ରାର୍ଥନା
କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା