ଇଣ୍ଡିଆ କେମ୍ ୨୦୨୬ର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ମୁମ୍ବାଇରେ ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରରେ ରାଜ୍ୟର ସମ୍ଭାବନାକୁ ନିବେଶକଙ୍କ ସମ୍ମୁଖରେ ରଖିବାକୁ ଆୟୋଜିତ ହେଉଛି ଇ
ଇଣ୍ଡିଆ କେମ୍ ୨୦୨୬ର ଉଦ୍ଘାଟନୀ     ଅଧିବେଶନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ


ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ମୁମ୍ବାଇରେ

ଆୟୋଜିତ ଇଣ୍ଡିଆ କେମ୍ ୨୦୨୬ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ

ମାଝୀ। ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପ କ୍ଷେତ୍ରରେ ରାଜ୍ୟର ସମ୍ଭାବନାକୁ ନିବେଶକଙ୍କ

ସମ୍ମୁଖରେ ରଖିବାକୁ ଆୟୋଜିତ ହେଉଛି ଇଣ୍ଡିଆ କେମ୍ ୨୦୨୬। ସିଇଓ ରାଉଣ୍ଡଟେବୁଲରେ ଶିଳ୍ପ ଜଗତର

ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରିବେ।

ରସାୟନ ଓ ପେଟ୍ରୋକେମିକାଲ୍ ଶିଳ୍ପ

କ୍ଷେତ୍ରରେ ଭାରତର ସମ୍ଭାବନା ଏବଂ ନିବେଶ ସୁଯୋଗକୁ ନେଇ ଆୟୋଜିତ ଏହି ଦ୍ୱିବାର୍ଷିକ ଅନ୍ତର୍ଜାତୀୟ

ପ୍ରଦର୍ଶନୀ ଓ ସମ୍ମିଳନୀ ଅକ୍ଟୋବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande