ଓଡ଼ିଶାର ଯୁବ କ୍ରୀଡ଼ାବିତ ଦଣ୍ଡପତି ଜୟରାମ ଓ ମଳୟ ବାରିକଙ୍କ ବିୟୋଗରେ କ୍ରୀଡାମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.) - ଓଡ଼ିଶାର ଯୁବ କ୍ରୀଡ଼ାବିତ ଦଣ୍ଡପତି ଜୟରାମ ଓ ମଳୟ ବାରିକଙ୍କ ବିୟୋଗରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୋକ ପ୍ରକାଶ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଏକ ଶୋକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଗତକାଲି ଏକ ସଡ଼କ
ଓଡ଼ିଶାର ଯୁବ କ୍ରୀଡ଼ାବିତ     ଦଣ୍ଡପତି ଜୟରାମ ଓ ମଳୟ ବାରିକଙ୍କ ବିୟୋଗରେ କ୍ରୀଡାମନ୍ତ୍ରୀଙ୍କ ଶୋକ


ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.) - ଓଡ଼ିଶାର ଯୁବ

କ୍ରୀଡ଼ାବିତ ଦଣ୍ଡପତି ଜୟରାମ ଓ ମଳୟ ବାରିକଙ୍କ ବିୟୋଗରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ

ସୂରଜ ଶୋକ ପ୍ରକାଶ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଏକ ଶୋକ ବାର୍ତ୍ତା ଜାରି କରି ସେ

କହିଛନ୍ତି ଯେ, ଗତକାଲି ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଯୁବ କ୍ରୀଡ଼ାବିତ ଦଣ୍ଡପତି ଜୟରାମ ଓ

ମଳୟ ବାରିକଙ୍କ ଦୁର୍ଭାଗ୍ୟଜନକ ବିୟୋଗ ଖବର ମତେ ବ୍ୟଥିତ କରିଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ

ସେମାନଙ୍କ ପରିବାରଜନଙ୍କୁ ଏହି ଦୁଃଖଦ ସମୟରେ ସାହା ହୁଅନ୍ତୁ ଏବଂ ଅସୀମ ଧୈର୍ଯ୍ୟ ପ୍ରଦାନ

କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande