ଜାତୀୟ ଇନ୍ ବଲ ଉଦଘାଟିତ, ଓଡିଶା ଖେଳାଳୀ ଙ୍କ ଚମତ୍କାର ଆରମ୍ଭ
ବଲାଙ୍ଗିର, 22 ଅକ୍ଟୋବର (ହି.ସ.) ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଚାଦୋତରା ରେ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଖବର ଅନୁସାରେ ଚାଦୋତରା ଗ୍ରାମରେ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଏ ବର୍ଷର ଦୁର୍ଗା ପୂଜା ଅତ୍ୟନ୍ତ ଧୁମଧାମରେ ପାଳନ
ଜାତୀୟ ଲନ୍ ବଲ୍ ଉଦ୍ଘାଟିତ: ଓଡ଼ିଶା ଖେଳାଳିଙ୍କ ଚମତ୍କାର ଆରମ୍ଭ


ଜାତୀୟ ଲନ୍ ବଲ୍ ଉଦ୍ଘାଟିତ: ଓଡ଼ିଶା ଖେଳାଳିଙ୍କ ଚମତ୍କାର ଆରମ୍ଭ


ଜାତୀୟ ଲନ୍ ବଲ୍ ଉଦ୍ଘାଟିତ: ଓଡ଼ିଶା ଖେଳାଳିଙ୍କ ଚମତ୍କାର ଆରମ୍ଭ


ଜାତୀୟ ଲନ୍ ବଲ୍ ଉଦ୍ଘାଟିତ: ଓଡ଼ିଶା ଖେଳାଳିଙ୍କ ଚମତ୍କାର ଆରମ୍ଭ


ଜାତୀୟ ଲନ୍ ବଲ୍ ଉଦ୍ଘାଟିତ: ଓଡ଼ିଶା ଖେଳାଳିଙ୍କ ଚମତ୍କାର ଆରମ୍ଭ


ବଲାଙ୍ଗିର, 22 ଅକ୍ଟୋବର (ହି.ସ.)

ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଚାଦୋତରା ରେ ପଶ୍ଚିମ ଓଡ଼ିଶା ର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଖବର ଅନୁସାରେ ଚାଦୋତରା ଗ୍ରାମରେ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ଏ ବର୍ଷର ଦୁର୍ଗା ପୂଜା ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଛି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ଆୟୋଜନକ କମିଟି ପକ୍ଷରୁ ମାଟି ର ଜଣେ ଚର୍ଚ୍ଚିତ ଯୁବ ପ୍ରତିଭା ସମ୍ମାନ ରେ କଳ୍ପନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେପଟେ କମିଟି ପକ୍ଷରୁ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ମଧ୍ୟ ସେ ବିଚାରକ ଭାବେ ଯୋଗ ଦେଇଥିଲେ। ଏବଂ ପଶ୍ଚିମ ଓଡ଼ିଶା ରେ ଜଣେ ନୃତ୍ୟ ବିଚାରକ ଭାବେ ସେ ବେଶ ପରିଚିତ ରହିଛନ୍ତି। ଏଠାରେ ପ୍ରକାଶ ଥାଉକି ଯେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମ ଓଡିଶା ପାରମ୍ପରିକ ଢାପ ନୃତ୍ୟ ଉପରେ କଳ୍ପନା ବ୍ୟାସଙ୍କୁ ଜୁନିୟର ଫେଲୋସିପ୍ ପ୍ରଦାନ କରାଯାଇଛି। ସେ ଅନେକ ଗୋଟିଏ ସମ୍ବଲପୁରୀ ଫିଲ୍ମ ରେ ମଧ୍ୟ ନଜରରେ ଆସନ୍ତି। ଏହି ସମ୍ମାନ ପାଇ ସୁଶ୍ରୀ ବ୍ୟାସ କମିଟିର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୧୮ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ - ହରିୟାଣା ବନାମ ଓଡ଼ିଶା ୨

ବିଜୟୀ - ଜୟ ଶଙ୍କର ପଟେଲ (ଓଡ଼ିଶା ୨)

୧୮ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ - ପଞ୍ଜାବ ବନାମ ଓଡ଼ିଶା

ବିଜୟୀ - ରୋଶନୀ ସାହୁ (ଓଡ଼ିଶା)

୨୫ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ - ଚଣ୍ଡିଗଡ଼ ବନାମ ଓଡ଼ିଶା ୨

ବିଜୟୀ - ଶୁଭ୍ରାଂଶୁ ଡାଙ୍ଗ (ଓଡ଼ିଶା ୨)

୨୫ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ - ଗୁଜୁରାଟ ବନାମ ଓଡ଼ିଶା ୨

*

ବିଜୟୀ - ସୀମା ମୁଣ୍ଡା (ଓଡ଼ିଶା ୨)

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande