ବାତ୍ୟା ମୁକାବିଲା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି - ମନ୍ତ୍ରୀ
ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - ବାତ୍ୟା ମୁକାବିଲା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ବାତ୍ୟା ନେଇ ଆଇଏମଡି ସହ ଯୋଗାଯୋଗରେ ଅଛୁ। ଅବପାତ ହେବା ପରେ ଏହାର ଗତିକୁ ଅଧ୍ୟୟନ କରିବୁ। କ୍ଷତି ଯେପରି ଅଧିକ ନ
suresh pujari


ଭୁବନେଶ୍ୱର, ୨୩ ଅକ୍ଟୋବର (ହି.ସ.) - ବାତ୍ୟା ମୁକାବିଲା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ବାତ୍ୟା ନେଇ ଆଇଏମଡି ସହ ଯୋଗାଯୋଗରେ ଅଛୁ। ଅବପାତ ହେବା ପରେ ଏହାର ଗତିକୁ ଅଧ୍ୟୟନ କରିବୁ। କ୍ଷତି ଯେପରି ଅଧିକ ନ ହେବ ସେଥିପାଇଁ ପ୍ରସ୍ତୁତି କରିଛୁ। ଲୋକମାନେ ଆଦୌ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande