ଅଧିକ ସାମଗ୍ରୀ କିଣନ୍ତୁ ନାହିଁ - ବ୍ୟବସାୟୀ ସଂଘ
ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ସମ୍ଭାବ୍ୟ ବାତ୍ୟା ଆଶଙ୍କା ମଧ୍ୟରେ ଅଯଥାରେ ଅଧିକ ସାମଗ୍ରୀ ନକିଣିବାକୁ ଗ୍ରାହକଙ୍କୁ ଅନୁରୋଧ କରିଛି ବ୍ୟବସାୟୀ ସଂଘ। ବାତ୍ୟା ଆଶଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଓ କଳାବଜାରୀ ନେଇ ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି ରାଜ୍ୟରେ ପ୍ରାୟ ୨୦ ଦିନ
grocery market


ଭୁବନେଶ୍ୱର, ୨୪ ଅକ୍ଟୋବର (ହି.ସ)- ସମ୍ଭାବ୍ୟ ବାତ୍ୟା ଆଶଙ୍କା ମଧ୍ୟରେ ଅଯଥାରେ ଅଧିକ ସାମଗ୍ରୀ ନକିଣିବାକୁ ଗ୍ରାହକଙ୍କୁ ଅନୁରୋଧ କରିଛି ବ୍ୟବସାୟୀ ସଂଘ। ବାତ୍ୟା ଆଶଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଓ କଳାବଜାରୀ ନେଇ ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି ରାଜ୍ୟରେ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଗ୍ରୋସରୀ ସାମଗ୍ରୀ ମହଜୁଦ ରହିଛି। ତେଣୁ ଆତଙ୍କିତ ହୋଇ ଅଧିକ ସାମଗ୍ରୀ ନ କିଣିବାକୁ ସେ ଗ୍ରାହକମାନଙ୍କୁ ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande