ମା'କୁ ମାଡ ମାରିବା ଓ ଘରେ ନିଆଁ ଲଗାଇବା ମାମଲାରେ ପୁଅ ଗିରଫ
ଗଞ୍ଜାମ ୨୫ ଅକ୍ଟୋବର (ହି.ସ) - ଅମ୍ବାପୁଆର ୬୫ ବର୍ଷୀୟା ମହିଳାଙ୍କୁ ତାଙ୍କ ପୁଅ ମଦ ପାଇଁ ଟଙ୍କା ମାଗି ନ ପାଇ ମାକୁ ମାଡ, ବେକ ଚିପି ହତ୍ୟା ଉଦ୍ୟମ, ଛୁରୀ ଦେଖାଇ ଗୋଡାଇଲା। ଭୟରେ ମା'' ଝିଅ ଘରକୁ ପଳାଇଲେ। ପରେ ଦିନ ୧୨ଟାରେ ଘରେ ପଶି ଫ୍ୟାନ, ଫ୍ରିଜ, ଟିଭି, ଡ୍ରେସିଂ ଟେବୁଲ ଭାଙ୍ଗି ବେଡରେ ନିଆଁ ଲ
Qertyuuu


ଗଞ୍ଜାମ ୨୫ ଅକ୍ଟୋବର (ହି.ସ) - ଅମ୍ବାପୁଆର ୬୫ ବର୍ଷୀୟା ମହିଳାଙ୍କୁ ତାଙ୍କ ପୁଅ ମଦ ପାଇଁ ଟଙ୍କା ମାଗି ନ ପାଇ ମାକୁ ମାଡ, ବେକ ଚିପି ହତ୍ୟା ଉଦ୍ୟମ, ଛୁରୀ ଦେଖାଇ ଗୋଡାଇଲା। ଭୟରେ ମା' ଝିଅ ଘରକୁ ପଳାଇଲେ। ପରେ ଦିନ ୧୨ଟାରେ ଘରେ ପଶି ଫ୍ୟାନ, ଫ୍ରିଜ, ଟିଭି, ଡ୍ରେସିଂ ଟେବୁଲ ଭାଙ୍ଗି ବେଡରେ ନିଆଁ ଲଗାଇ ତାଲା ମାରି ଫେରାର ହୋଇଗଲା। ପରେ ଫାୟାର ବ୍ରିଗେଡ ଆସି ନିଆଁ ଲିଭାଇଲା। ପୋଲିସ କେସ ନଂ ୬୨୨/୨୬ରେ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande