ଗଜଲକ୍ଷ୍ମୀଙ୍କ ନିକଟରେ କୁଙ୍କୁମାଚ୍ଚନା ପୂଜା
ଜୟପୁର, ୨୫ ଅକ୍ଟୋବର(ହି.ସ.) – ଜୟପୁରରେ ଗଜଲକ୍ଷ୍ମୀ ପୂଜା ନେଇ ଚଳ ଚଂଚଳ ହୋଇଉଠିଛି। ରାଜନହର ଛକରେ ଧୁମ୍ଧାମ୍ରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା। ସେହିପରି ମହାନ୍ତି ସାହି ଠାରେ ଗଜଲକ୍ଷ୍ମୀ ମେଢ଼ କରାଯାଇଥିବାବେଳେ ବାଙ୍କମଠ ଠାରେ ମଧ୍ୟ ପ୍ରତିବର୍ଷ ପରି ଚଳିତ ବର୍ଷ ପରି ମଧ୍ୟ ଗଜଲକ୍ଷ୍ମୀ ମେଢ଼ କରାଯା
ଗଜ ଲକ୍ଷ୍ମୀଙ୍କ ନିକଟରେ କୁଙ୍କୁମାଚ୍ଚନା ପୁଜା


ଗଜ ଲକ୍ଷ୍ମୀଙ୍କ ନିକଟରେ କୁଙ୍କୁମାଚ୍ଚନା ପୁଜା


ଜୟପୁର, ୨୫ ଅକ୍ଟୋବର(ହି.ସ.) – ଜୟପୁରରେ ଗଜଲକ୍ଷ୍ମୀ ପୂଜା ନେଇ ଚଳ ଚଂଚଳ ହୋଇଉଠିଛି। ରାଜନହର ଛକରେ ଧୁମ୍ଧାମ୍ରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା। ସେହିପରି ମହାନ୍ତି ସାହି ଠାରେ ଗଜଲକ୍ଷ୍ମୀ ମେଢ଼ କରାଯାଇଥିବାବେଳେ ବାଙ୍କମଠ ଠାରେ ମଧ୍ୟ ପ୍ରତିବର୍ଷ ପରି ଚଳିତ ବର୍ଷ ପରି ମଧ୍ୟ ଗଜଲକ୍ଷ୍ମୀ ମେଢ଼ କରାଯାଇଛି। ଗଜଲକ୍ଷ୍ମୀ ମେଢ଼ ବାଙ୍କ ମଠରେ ମଧ୍ୟ ୧୧ ଦିନ ଗଜଲକ୍ଷ୍ମୀଙ୍କ ପୂଜା ହେବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande