ପଶୁ ସମ୍ପଦ ବିଭାଗ ପକ୍ଷରୁ ଖୋଲିଲା କେଂଟ୍ରାଲ ରୁମ୍
ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ କେଂଟ୍ରାଲ ରୁମ୍ ଖୋଲାଯାଇଛି। ଯେକୌଣସି ଜରୁରୀ ସହାୟତା ପାଇଁ କେଂଟ୍ରାଲ ରୁମ୍ ନମ୍ବର ୭୨୦୫୫୯୮୧୨୫ ରେ ଯୋଗାଯୋଗ କରିବାକୁ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲି
yjtgyuk


ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ କେଂଟ୍ରାଲ ରୁମ୍ ଖୋଲାଯାଇଛି। ଯେକୌଣସି ଜରୁରୀ ସହାୟତା ପାଇଁ କେଂଟ୍ରାଲ ରୁମ୍ ନମ୍ବର ୭୨୦୫୫୯୮୧୨୫ ରେ ଯୋଗାଯୋଗ କରିବାକୁ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏକ୍ସ ମାଧ୍ୟମରେ ଜନ ସାଧାରଣଙ୍କୁ ନିବେଦନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande