କେ. ନୂଆଗାଁ ଥାନା ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ, 10 ଗିରଫ
ଗଂଜାମ, 28 ଅକ୍ଟୋବର (ହି.ସ.) ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ କେ. ନୂଆଗାଁ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଆଜି ଚଢାଉ କରାଯାଇ 10 ଜଣଙ୍କୁ ଧରାଯାଇଛି। କେସ ନଂ 267 ତା 27.10.2026, ଧାରା 112(2) ବିଏନଏସ ସହ ଓଡିଶା ଜୁଆ ନିବାରଣ ଆଇନ ଧାରା 3ରେ ମାମଲା ରୂଜୁ ହୋଇଛି। ସମସ୍ତେ କେ. ନୂଆଗାଁ ଥା
Qrtyuuii


ଗଂଜାମ, 28 ଅକ୍ଟୋବର (ହି.ସ.) ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ କେ. ନୂଆଗାଁ ଥାନା ପକ୍ଷରୁ ଜୁଆ ଆଡ୍ଡା ଉପରେ ଆଜି ଚଢାଉ କରାଯାଇ 10 ଜଣଙ୍କୁ ଧରାଯାଇଛି। କେସ ନଂ 267 ତା 27.10.2026, ଧାରା 112(2) ବିଏନଏସ ସହ ଓଡିଶା ଜୁଆ ନିବାରଣ ଆଇନ ଧାରା 3ରେ ମାମଲା ରୂଜୁ ହୋଇଛି। ସମସ୍ତେ କେ. ନୂଆଗାଁ ଥାନା ଅଞ୍ଚଳର।

ସେମାନଙ୍କ ଠାରୁ ଜବତ ସାମଗ୍ରୀ ହେଲା 52 ପତି ତାସ, ଗୋଟିଏ ଧଳା ତାରପାଲିନ, ନଗଦ 25,300 ଟଙ୍କା, 9 ଟି ମୋବାଇଲ ଫୋନ। ପୋଲିସ ଚଢାଉ ବେଳେ ଟଙ୍କା ଲଗାଇ ତାସ ଖେଳୁଥିବା ଅବସ୍ଥାରେ ସମସ୍ତଙ୍କୁ ଧରାଯାଇଛି। ସମସ୍ତଙ୍କୁ ବାଉଣ୍ଡ ଡାଉନ କରାଯାଇ ତଦନ୍ତ ଜାରି ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande