ପ୍ରତ୍ନତତ୍ତ୍ୱ ଗବେଷକ କେଦାରନାଥ ମହାପାତ୍ରଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ରାଜ୍ୟପାଳ
ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.) - ପ୍ରତ୍ନତତ୍ତ୍ୱ ଗବେଷକ କେଦାରନାଥ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ବିଶିଷ୍ଟ ଐତିହାସିକ ତଥା ପ୍ରତ୍ନତତ୍ତ
ପ୍ରତ୍ନତତ୍ତ୍ୱ ଗବେଷକ     କେଦାରନାଥ ମହାପାତ୍ରଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ରାଜ୍ୟପାଳ


ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.) - ପ୍ରତ୍ନତତ୍ତ୍ୱ

ଗବେଷକ କେଦାରନାଥ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ତାଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଶ୍ରୀ

ବ୍ରଜମୋହନ ରାମ । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ବିଶିଷ୍ଟ

ଐତିହାସିକ ତଥା ପ୍ରତ୍ନତତ୍ତ୍ୱ ଗବେଷକ କେଦାରନାଥ ମହାପାତ୍ରଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।

ଓଡ଼ିଶାର ଇତିହାସକୁ ସମୃଦ୍ଧ କରିବାରେ ତାଙ୍କର ସାଧନା ଚିର ନମସ୍ୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande