ଭାରସାମ୍ୟ ହରାଇ ଗଛରେ ପିଟିହେଲା କ୍ଷୀର ଗାଡ଼ି ଚାଳକ ସୁରକ୍ଷିତ, ୩୦ ଫୁଟ୍ ଖାଲକୁ ଖସିବାରୁ ବର୍ତିଲା
ଘଟଗାଁ,୨୯ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ୭୨୦ ନମ୍ବର ଜାତୀୟ ରାଜପଥର ନରଣପୁର-ଡୁବୁରୀ ରାସ୍ତାର ଭଲଭଦ୍ରପୁର ନିକଟରେ ଗୁରୁବାର ସକାଳେ ଏକ କ୍ଷୀର ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଥିଲା। ତେବେ ଦୁର୍ଘଟଣାରେ ଚାଳକ ସୁରକ୍ଷିତ ରହିଛନ୍ତି। ଗଛରେ ପିଟି ହୋଇ ଗାଡ଼ିଟି ଅଟକିଯିବାରୁ ପ
ଭାରସାମ୍ୟ ହରାଇ ଗଛରେ ପିଟିହେଲା କ୍ଷୀର ଗାଡ଼ି  ଚାଳକ ସୁରକ୍ଷିତ, ୩୦ ଫୁଟ୍ ଖାଲକୁ ଖସିବାରୁ ବର୍ତ୍ତିଲା


ଘଟଗାଁ,୨୯ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ୭୨୦ ନମ୍ବର ଜାତୀୟ ରାଜପଥର ନରଣପୁର-ଡୁବୁରୀ ରାସ୍ତାର ଭଲଭଦ୍ରପୁର ନିକଟରେ ଗୁରୁବାର ସକାଳେ ଏକ କ୍ଷୀର ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଥିଲା। ତେବେ ଦୁର୍ଘଟଣାରେ ଚାଳକ ସୁରକ୍ଷିତ ରହିଛନ୍ତି। ଗଛରେ ପିଟି ହୋଇ ଗାଡ଼ିଟି ଅଟକିଯିବାରୁ ପ୍ରାୟ ୩୦ ଫୁଟ୍ ଗଭୀର ଖାଲକୁ ଖସିବାରୁ ବର୍ତିଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande