ବଲାଙ୍ଗୀର ସହରର ରୁଗୁଡିପଡ଼ା ଓ ନାଲଖଣ୍ଡି ପଡା ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା
ବଲାଙ୍ଗୀର, ୨୯ ଅକ୍ଟୋବର(ହି.ସ.) – ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳିତ ହେଉଅଛି। ପ୍ରତେହ ଦିନ ମା’ଙ୍କ ମେଢ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ସନ୍ଧ୍ୟା ଆଳତୀ ସମୟରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଦୁ
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା


ବଲାଙ୍ଗୀର, ୨୯ ଅକ୍ଟୋବର(ହି.ସ.) – ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳିତ ହେଉଅଛି। ପ୍ରତେହ ଦିନ ମା’ଙ୍କ ମେଢ ଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ସନ୍ଧ୍ୟା ଆଳତୀ ସମୟରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଦୁଇ ପୂଜା କମିଟିର ଯୋଗୁଁ ଶତାଧିକ ଭକ୍ତଙ୍କ ପାଇଁ ମା’ଙ୍କ ମେଢ ଠାରେ ଅନ୍ନପ୍ରସାଦ ସେବନ ପାଇଁ ଭକ୍ତମାନଙ୍କ ପାଇଁ ସୁବ୍ୟବସ୍ଥା ହେଉଅଛି। ବଲାଙ୍ଗୀର ସଦର ବିଧାୟକ କଲିକେଶ ନାରାୟଣ ସିଂଦେଓଙ୍କ ସମେତ ପୌରାଧକ୍ଷା ଲିକା ସାହୁ ମା’ ଗଜଲକ୍ଷ୍ମୀଙ୍କ ଦର୍ଶନ କରିବା ପାଇଁ ଆସିଥିଲେ। ଦୁହି ମେଢର ସାଜସଜ୍ୱା ଅତି ଆକର୍ଷଣୀୟ ହୋଇ ପଡ଼ିଥିବା ଭକ୍ତମାନଙ୍କ ଠାରୁ ପ୍ରକାଶ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande