ସହିଦ ବାଜି ରାଉତଙ୍କ ଜୟନ୍ତୀ ପାଳନ
ଭୁବନ, 05 ଅକ୍ଟୋବର (ହି.ସ.) ଢେଙ୍କାନାଳ ଜିଲ୍ଲା ଭୁବନ ନୀଳକଣ୍ଠପୁର ଠାରେ ଭାରତର ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କ ୧୦୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି,ଭୁବନ ବିଡ଼ିଓ ଆୟୁଷି ମହାପାତ୍ର, ବାଜିରାଉତ ସ୍ମୃତି ପରିଷଦ ସଭାପତି କୋଦଣ୍ଡଧର ସାହୁ,
ବାଜି ରାଉତ ଙ୍କ ଜୟନ୍ତୀ ପାଳନ


ଭୁବନ, 05 ଅକ୍ଟୋବର (ହି.ସ.) ଢେଙ୍କାନାଳ ଜିଲ୍ଲା ଭୁବନ ନୀଳକଣ୍ଠପୁର ଠାରେ ଭାରତର ସର୍ବକନିଷ୍ଠ ଶହୀଦ ବାଜିରାଉତଙ୍କ ୧୦୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି,ଭୁବନ ବିଡ଼ିଓ ଆୟୁଷି ମହାପାତ୍ର, ବାଜିରାଉତ ସ୍ମୃତି ପରିଷଦ ସଭାପତି କୋଦଣ୍ଡଧର ସାହୁ, ସଂପାଦକ ବିପିନ ବିହାରୀ ସାହୁ, କୋଷାଧକ୍ଷ ଗୋବିନ୍ଦ ଭଞ୍ଜ ,ସନ୍ତୋଷ କୁମାର ସାହୁ,ସନ୍ତୋଷ କୁମାର ମଲ୍ଲିକ,ମନୋଜ ମଲ୍ଲିକ ପ୍ରମୁଖ ବହୁ ବ୍ୟକ୍ତି ଯୋଗ ଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜୀବନୀ ଉପରେ ଆଲୋକପାତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande