ଗଞ୍ଜେଇ ଜବତ, ଜଣେ ଗିରଫ
ଜୟପୁର, 05 ଅକ୍ଟୋବର (ହି.ସ.) ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରିଛି । ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣର ହେଲା ସଲପା ଗ୍ରାମର ତୁଳା ରାମ ହରିଜନ (୬୬) । ଗଞ୍ଜେଇ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ସଲପା ରାସ୍ତାରେ ଚଢାଉ କରି
ଗଞ୍ଜେଇ ଜବତ,  ଜଣେ ଗିରଫ


ଜୟପୁର, 05 ଅକ୍ଟୋବର (ହି.ସ.) ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରି ଥାନା ଆଜି ଚଢାଉ କରିଛି । ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣର ହେଲା ସଲପା ଗ୍ରାମର ତୁଳା ରାମ ହରିଜନ (୬୬) । ଗଞ୍ଜେଇ ଚାଲାଣ ସୁଚନା ପାଇ ଜୟପୁର ଅବକାରି ଥାନା ଆଜି ସଲପା ରାସ୍ତାରେ ଚଢାଉ କରିଛି । ଚଢାଉ କରି ୧ କେଜି ୬ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande