ପୂଜା ପେଣ୍ଡାଲ ଗୁଡିକରେ ସିସିଟିଭି ଲଗାଇବାକୁ ଡିସିପିଙ୍କ ପରାମର୍ଶ
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - ପୂଜା ପେଣ୍ଡାଲ ଗୁଡିକରେ ସିସିଟିଭି ଲଗାଇବାକୁ ଭୁବନେଶ୍ୱର ଡିସିପି ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଭୁବନେଶ୍ୱରରେ ୧୯୫ଟି ପେଣ୍ଡାଲକୁ ୩ଟି କ୍ୟାଟେଗୋରୀରେ ଭାଗ କରିଛୁ। ଗହଳିକୁ ଦେଖି କ୍ୟାଟେଗୋରୀ ଏ,ବି ଓ ସି ୩ଟି
BBSR DCP


ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - ପୂଜା ପେଣ୍ଡାଲ ଗୁଡିକରେ ସିସିଟିଭି ଲଗାଇବାକୁ ଭୁବନେଶ୍ୱର ଡିସିପି ଭୁବନେଶ୍ୱର ଡିସିପି ସର୍ବଣା ବିବେକ ଏମ୍ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଭୁବନେଶ୍ୱରରେ ୧୯୫ଟି ପେଣ୍ଡାଲକୁ ୩ଟି କ୍ୟାଟେଗୋରୀରେ ଭାଗ କରିଛୁ। ଗହଳିକୁ ଦେଖି କ୍ୟାଟେଗୋରୀ ଏ,ବି ଓ ସି ୩ଟି ବର୍ଗରେ ଭାଗ କରିଛୁ। ସୁରକ୍ଷା ପାଇଁ ସମସ୍ତ ପେଣ୍ଡାଲରେ ସିସିଟିଭି ଲଗାଇବାକୁ କହିଛୁ। ସମସ୍ତେ ପେଣ୍ଡାଲରେ ସିସିଟିଭି ଲଗାଇବେ ବୋଲି ସହମତ ହୋଇଛନ୍ତି। ସିଭିଲ୍ ଡ୍ରେସ୍ ରେ ପୋଲିସ ମଧ୍ୟ ପୂଜା ପେଣ୍ଡାଲରେ ଉପସ୍ଥିତ ରହିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande