ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗୀରଙ୍କ ଦ୍ୱାରା ସାମୂହିକ ତିଳତର୍ପଣ ଶାସ୍ତ୍ରୀୟ ବିଧି ବିଧାନ ଅନୁଯାୟୀ ଗଭୀର ହର୍ଷୋଲ୍ଲାସରେ ପାଳିତ
ବଲାଙ୍ଗୀର, ୦୭ ଅକ୍ଟୋବର(ହି.ସ.) – ଆଜି ଆଶ୍ୱିନ କୃଷ୍ଣ ଦ୍ୱାଦଶୀ ତା୭-୧୦- ୨୦୨୬ ସକାଳ ୮ ଘ.୩୦ ମିନିଟ ସମୟରେ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସର ବଲାଙ୍ଗୀରରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗୀରଙ୍କ ଦ୍ୱାରା ସାମୂହିକ ତିଳତର୍ପଣ ଶାସ୍ତ୍ରୀୟ ବିଧି ବିଧାନ ଅନୁଯାୟୀ ଗଭୀର ହର୍ଷୋଲ୍ଲାସରେ ପାଳିତ ହୋ
ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରଙ୍କ* ଦ୍ବାରା ସାମୂହିକ ତିଳତର୍ପଣ ଶାସ୍ତ୍ରୀୟ ବିଧି ବିଧାନ ଅନୁଯାୟୀ ଗଭୀର ହର୍ଷୋଲ୍ଲାସରେ ପାଳିତ


ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରଙ୍କ* ଦ୍ବାରା ସାମୂହିକ ତିଳତର୍ପଣ ଶାସ୍ତ୍ରୀୟ ବିଧି ବିଧାନ ଅନୁଯାୟୀ ଗଭୀର ହର୍ଷୋଲ୍ଲାସରେ ପାଳିତ


ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରଙ୍କ* ଦ୍ବାରା ସାମୂହିକ ତିଳତର୍ପଣ ଶାସ୍ତ୍ରୀୟ ବିଧି ବିଧାନ ଅନୁଯାୟୀ ଗଭୀର ହର୍ଷୋଲ୍ଲାସରେ ପାଳିତ


ବଲାଙ୍ଗୀର, ୦୭ ଅକ୍ଟୋବର(ହି.ସ.) – ଆଜି ଆଶ୍ୱିନ କୃଷ୍ଣ ଦ୍ୱାଦଶୀ ତା୭-୧୦- ୨୦୨୬ ସକାଳ ୮ ଘ.୩୦ ମିନିଟ ସମୟରେ ଶ୍ରୀ ଶ୍ରୀ ନୃସିଂହ ମନ୍ଦିର ପରିସର ବଲାଙ୍ଗୀରରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗୀରଙ୍କ ଦ୍ୱାରା ସାମୂହିକ ତିଳତର୍ପଣ ଶାସ୍ତ୍ରୀୟ ବିଧି ବିଧାନ ଅନୁଯାୟୀ ଗଭୀର ହର୍ଷୋଲ୍ଲାସରେ ପାଳିତ ହୋଇଯାଇଛି।

ଏଇ ତିଳତର୍ପଣ ସମାରୋହରେ ବରିଷ୍ଠ ଉପଦେଷ୍ଟା ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀ, ଗୋପବନ୍ଧୁ ପୁରୋହିତ, ସଂପାଦକ ଶ୍ଯାମସୁନ୍ଦର ଦାଶ, ଆଡଭୋକେଟ ଅଶୋକ ମିଶ୍ର, ପଣ୍ଡିତ ଲକ୍ଷ୍ମୀପ୍ରସାଦ ଚାନ୍ଦ, ଜଗନ୍ନାଥ ଷଡଙ୍ଗୀ, କୋଷାଧ୍ୟକ୍ଷ ପଂଚାନନ ବେଦବାକ, ପୁରୁଷୋତମ ପଣ୍ଡା, ଗୋବିନ୍ଦଚନ୍ଦ୍ର ମିଶ୍ର, ଅଧ୍ୟାପକ ପ୍ରଭୁଦତ ହୋତା, ଗୋପବନ୍ଧୁ ଶତପଥୀ, ବଳରାମ ମିଶ୍ର, କାଳୀ ପ୍ରସାଦ ମିଶ୍ର, ସରୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ଆଜିକାର ଏ ସାମୂହିକ ତିଳତର୍ପଣ ଉତ୍ସବ ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀ, ପଣ୍ଡିତ ଲକ୍ଷ୍ମୀପ୍ରସାଦ ଚାନ୍ଦ ଏବଂ ସଂପାଦକ ପଣ୍ଡିତ ଶ୍ଯାମ ସୁନ୍ଦର ଦାଶ ପରିଚାଳନା କରିଥିଲେ। ପିତୃପକ୍ଷରେ ପ୍ରତ୍ୟେକ ବ୍ରାହ୍ମଣ ନିଜ ନିଜ ପିତୃପୁରୁଷଙ୍କୁ ପ୍ରତ୍ୟହ ତିଳତର୍ପଣ ପ୍ରଦାନ କରି ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ଉଚିତ। ସର୍ବଶେଷରେ ଆଜିକାର କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପାଦକ ଶ୍ରୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande