
ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.)- ବିଏମସି ଅଫିସ
ଘେରାଉ କରିଛି 'ଆମେ ଭୁବନେଶ୍ୱରିଆ'
ସଂଘ । ବିଏମସି ପକ୍ଷରୁ ଦିଆଯାଇଥିବା ନୋଟିସ୍ ବିରୋଧରେ ସତ୍ୟାଗ୍ରହ କରିଛି ସଂଘ
। ପ୍ରାୟ ୫ ହଜାର ଘର ସିଲ୍ ନୋଟିସ ହୋଇଥିବାରୁ ପ୍ରତିବାଦ କରିଛି ଆମେ ଭୁବନେଶ୍ୱରିଆ ସଂଘ । ଘରୋଇ
ବିଲ୍ଡିଂକୁ ବ୍ୟବସାୟରେ ଲଗା ଯାଇଥିବାରୁ ନୋଟିସ୍ ହୋଇଛି । ଲୋକଙ୍କ ସୁବିଧାକୁ ଦେଖି ନୋଟିସ୍
କରିବାକୁ ଦାବି କରିଛି ସଂଘ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା