ଇଣ୍ଡି ବ୍ଲକ୍ର କାଲିର ଓଡ଼ିଶା ବନ୍ଦ ପାଳନକୁ ବିଜେଡିର ସମର୍ଥନ
ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.)- ଇଣ୍ଡି ବ୍ଲକ୍ର କାଲିର ଓଡ଼ିଶା ବନ୍ଦ ପାଳନକୁ ବିଜେଡି ସମର୍ଥନ ଜଣାଇଛି । ଏନେଇ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ନବୀନ ନିବାସ ବୈଠକରୁ ଫେରି ସୂଚନା ଦେଇଛନ୍ତି ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ,
ଇଣ୍ଡି ବ୍ଲକ୍ର କାଲିର     ଓଡ଼ିଶା ବନ୍ଦ ପାଳନକୁ ବିଜେଡିର ସମର୍ଥନ


ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.)- ଇଣ୍ଡି ବ୍ଲକ୍ର

କାଲିର ଓଡ଼ିଶା ବନ୍ଦ ପାଳନକୁ ବିଜେଡି ସମର୍ଥନ ଜଣାଇଛି । ଏନେଇ ବିରୋଧୀଦଳ ମୁଖ୍ୟ ସଚେତକ

ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି । ନବୀନ ନିବାସ ବୈଠକରୁ ଫେରି ସୂଚନା ଦେଇଛନ୍ତି ପ୍ରମିଳା

ମଲ୍ଲିକ । ସେ କହିଛନ୍ତି ଯେ, ଆସନ୍ତାକାଲି ଯେଉଁ ବନ୍ଦ ହେବ ଆମେ ସମସ୍ତେ ସମର୍ଥନ କରିବୁ । ନିଶ୍ଚିତ

ଭାବେ ସମର୍ଥନ କରିବୁ ବୋଲି ମଧ୍ୟ ଦୋହରାଇଛନ୍ତି । ଇଣ୍ଡି ମେଣ୍ଟରେ ଯେହେତୁ ଅଛୁ ସମର୍ଥନ କରିବୁ

ବୋଲି ବି କହିଛନ୍ତି ପ୍ରମିଳା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande