
ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ) - କଂଗ୍ରେସ ବନ୍ଦକୁ ବିଜେଡି ସମର୍ଥନ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଟାକ୍ଷ କରିଛନ୍ତି। ସେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ରଫୁ ସାର୍ଟକୁ ଯେତେ ସିଲେଇ କରି ପିନ୍ଧିଲେ ସେ ଚିରିଯିବ। ଇଣ୍ଡି ମେଂଟ ତଥା କଂଗ୍ରେସ ସହିତ ବିଜେଡି ମିଶିବା ଦରକାର। ବିରୋଧୀମାନେ ଯେତେ ଏକଜୁଟ ହେବେ, ସରକାରୀ ଦଳ ସେତେ ଅଧିକ ଶକ୍ତିଶାଳୀ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା