
ଭୁବନେଶ୍ୱର, 07 ଅକ୍ଟୋବର (ହି.ସ.)- ବିଜେଡି
ସୁବିଧାବାଦୀ ଦଳ କହି ସମାଲୋଚନା କରିଛନ୍ତି ବିଜେପି ନେତା ସୁରଥ ବିଶ୍ବାଳ । ସେ କହିଛନ୍ତି ଯେ, ଅସ୍ଥିରତା, ଅନିଶ୍ଚିତତା
ଦେଇ ଗତି କରୁଛି ବିଜେଡି । କଣ କଲେ ବିଜେଡି ସୁବିଧାରେ ରହିବ ସେଥିପାଇଁ ଚେଷ୍ଟା କରୁଛି । ବିଭିନ୍ନ
ସମୟରେ ଭିନ୍ନ ଭିନ୍ନ ଆଚରଣ କରୁଛନ୍ତି କହି ସମାଲୋଚନା କରିଛନ୍ତି ସୁରଥ ବିଶ୍ୱାଳ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା