ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କାର୍ଯ୍ୟକ୍ରମ
ଜୟପୁର, ୧୦ ନଭେମ୍ବର (ହି.ସ.) - ଆୟୁଷ୍ମାନ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡେଙ୍ଗପଦରଠାରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କାର୍ଯ୍ୟକ୍ରମ ଏବଂ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ସମୁଦାୟ ୫.ଟି ପଂଚାୟତ ର ଗର୍ଭବତୀ ମହିଳା ନିଜ ନିଜ ର ସ୍ୱାସ୍
ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କାର୍ଯ୍ୟକ୍ରମ


ଜୟପୁର, ୧୦ ନଭେମ୍ବର (ହି.ସ.) - ଆୟୁଷ୍ମାନ ଆରୋଗ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡେଙ୍ଗପଦରଠାରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ କାର୍ଯ୍ୟକ୍ରମ ଏବଂ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ସମୁଦାୟ ୫.ଟି ପଂଚାୟତ ର ଗର୍ଭବତୀ ମହିଳା ନିଜ ନିଜ ର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଗର୍ଭବ ସମୟରେ କୌଣସି ମାଦକ ଦ୍ରବ୍ୟ ଗୁଟଖା. ପାନ ମସଲା ବିଡ଼ି ସିଗାରେଟ ବର୍ଜନ କରିବା ପାଇଁ ଶପଥ ପାଠ କରା ଯାଇଥିଲା ପ୍ରାଥମିକ ସ୍ୱାସ୍ଥ୍ୟ ଭାରପ୍ରାପ୍ତ ଅଧିକାରୀ ୟକ୍ସ ଚିନ୍ମୟ କୁମାର ପ୍ରଧାନ ଅଧକ୍ଷତା କରିଥିଲେ. ସେକଟର ର ପ୍ରରିଦର୍ଶିକା ମୁକ୍ତାମଣି ପ୍ରଧାନ. ଫାର୍ମାସିଷ୍ଟ ସସ୍ମିତା ସେଠି. ଅଭୟ କୁମାର ଦାସ ସ୍ୱାସ୍ଥ୍ୟ କର୍ମୀ ବିପିନ ମାଝୀ. ସଂଜିତ ଚନ୍ଦ୍ର. ନରେଶ ବିଶୋଇ. ଅମର ନାୟକ. ଗୌରୀ ପ୍ରାଧାନୀ. ଶ୍ରୀମତୀ ମାଙ୍ଗା. ଜୟନ୍ତୀ ଭତରା. ପ୍ରିୟମ୍ବଦା ସାହୁ. ତରୁଲତା ପଟନାୟକ କମ୍ୟୁନିଟି ହେଲଥ ଅଫିସର ସରୋଜ ନର୍ମାସିଲ. ପ୍ରିୟଙ୍କା କୁଲୁ କାର୍ଯ୍ୟକ୍ରମଟିକୁ ତୁଲାଇ ଥିଲେ ମୋଟ ୫୫ଜଣ ଗର୍ଭବତୀ ମହିଳା ଏଇ କାର୍ଯ୍ୟକ୍ରମ ମିଳୁଥିବା ମାଗଣା ସ୍ୱାସ୍ଥ୍ୟ ସେବା ରୁ ଲାଭ ବାନ ହୋଇ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande