ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ
ଗଂଜାମ, 10 ନଭେମ୍ବର (ହି.ସ.) ପିତଳ ଦେଶୀ ବେହରା ସାହି କଣ୍ଡକ, ଲକ୍ଷ୍ମୀ ନାରାୟଣ ମନ୍ଦିରରେ ପାରମ୍ପରିକ ରୀତିରେ ଗିରି ଗୋବର୍ଦ୍ଧନ ପୂଜା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ସ୍ଥାନୀୟ ପ୍ରାୟ ୫୦୦ରୁଉର୍ଦ୍ଧଆଵାଳ ବୃଦ୍ଧ ଵନିତାଙ୍କୁ ଅର୍ଣ୍ଣ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ------------
Qetyukk


ଗଂଜାମ, 10 ନଭେମ୍ବର (ହି.ସ.) ପିତଳ ଦେଶୀ ବେହରା ସାହି କଣ୍ଡକ, ଲକ୍ଷ୍ମୀ ନାରାୟଣ ମନ୍ଦିରରେ ପାରମ୍ପରିକ ରୀତିରେ ଗିରି ଗୋବର୍ଦ୍ଧନ ପୂଜା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ସ୍ଥାନୀୟ ପ୍ରାୟ ୫୦୦ରୁଉର୍ଦ୍ଧଆଵାଳ ବୃଦ୍ଧ ଵନିତାଙ୍କୁ ଅର୍ଣ୍ଣ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande