ବିଶ୍ୱ ସାର୍ବଜନୀନ ପରିବହନ ଦିବସରେ ପରିବହନ ବ୍ୟବସ୍ଥା ଉପରେ କେଭି ସିଂହଦେଓଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ବିଶ୍ୱ ସାର୍ବଜନୀନ ପରିବହନ ଦିବସରେ ପରିବହନ ବ୍ୟବସ୍ଥା ଉପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଗୁରୁତ୍ୱାରୋପ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ବିଶ୍ୱ ସାର୍ବଜନୀନ ପରିବହନ ଦିବସ ଅବସରରେ,
ପରିବହନ


ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ବିଶ୍ୱ

ସାର୍ବଜନୀନ ପରିବହନ ଦିବସରେ ପରିବହନ ବ୍ୟବସ୍ଥା ଉପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଗୁରୁତ୍ୱାରୋପ

କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ବିଶ୍ୱ ସାର୍ବଜନୀନ

ପରିବହନ ଦିବସ ଅବସରରେ, ସମାବେଶୀ ଅଭିବୃଦ୍ଧି ଏବଂ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବାରେ

ସୁଗମ, ନିର୍ଭରଯୋଗ୍ୟ

ଓ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାର ଗୁରୁତ୍ୱକୁ ଆସନ୍ତୁ ସ୍ୱୀକାର କରିବା। ଏକ ସୁସଂଯୋଜିତ

ସମାଜ ହେଉଛି ଅଧିକ ପ୍ରଗତିଶୀଳ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ

।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande