ଦତ୍ତୋପନ୍ତ ଠେଙ୍ଗଡ଼ିଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ଦତ୍ତୋପନ୍ତ ଠେଙ୍ଗଡ଼ିଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତୀୟ ଶ୍ରମିକ ଆନ୍ଦୋଳନ, ସ୍ୱଦେଶୀ ଚିନ୍ତାଧାରା ଏବଂ ସାମା
ଦତ୍ତୋପନ୍ତ


ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ଦତ୍ତୋପନ୍ତ

ଠେଙ୍ଗଡ଼ିଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଭାରତୀୟ ଶ୍ରମିକ ଆନ୍ଦୋଳନ, ସ୍ୱଦେଶୀ

ଚିନ୍ତାଧାରା ଏବଂ ସାମାଜିକ ସଂଗଠନ କ୍ଷେତ୍ରରେ ଅମୂଲ୍ୟ ଅବଦାନ ରଖିଥିବା ଶ୍ରଦ୍ଧେୟ ଦତ୍ତୋପନ୍ତ

ଠେଙ୍ଗଡ଼ି ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସାଦର ପ୍ରଣାମ। ଭାରତୀୟ ମଜଦୁର ସଂଘ ଏବଂ ଭାରତୀୟ

କିଷାନ ସଂଘର ପ୍ରତିଷ୍ଠାତା ଭାବେ ତାଙ୍କ ଜୀବନ ଶ୍ରମିକମାନଙ୍କ ସ୍ୱାର୍ଥର ସୁରକ୍ଷା, ରାଷ୍ଟ୍ରର

ଆର୍ଥିକ ସ୍ୱାବଲମ୍ବନ ଏବଂ ସାମାଜିକ ଉତ୍ଥାନ ପ୍ରତି ତାଙ୍କର ଅତୁଟ ସମର୍ପଣର ପ୍ରତୀକ। ତାଙ୍କର

ବିଚାରଧାରା ଓ ସାଂଗଠନିକ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande