ଗତକାଲି  କ୍ୟାବିନେଟରେ  ମଞ୍ଜୁର ହୋଇଥିବା  ସମସ୍ତ  ନିଷ୍ପତ୍ତିକୁ ସ୍ଵାଗତ କଲା ବିଜେପି
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ଗତକାଲି କ୍ୟାବିନେଟରେ ମଞ୍ଜୁର ହୋଇଥିବା ସମସ୍ତ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ବିଜେପି ମୁଖପାତ୍ର ତେଜେଶ୍ୱର ପରିଡା । ସେ କହିଛନ୍ତି ଯେ, ରାଜ୍ୟର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବର୍ଗଙ୍କୁ
ଗତକାଲି  କ୍ୟାବିନେଟରେ      ମଞ୍ଜୁର ହୋଇଥିବା  ସମସ୍ତ  ନିଷ୍ପତ୍ତିକୁ ସ୍ଵାଗତ କଲା ବିଜେପି


ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ଗତକାଲି କ୍ୟାବିନେଟରେ

ମଞ୍ଜୁର ହୋଇଥିବା ସମସ୍ତ

ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି

ବିଜେପି ମୁଖପାତ୍ର ତେଜେଶ୍ୱର

ପରିଡା । ସେ କହିଛନ୍ତି ଯେ, ରାଜ୍ୟର

ସବୁଠୁ ଗୁରୁତ୍ୱପୂର୍ଣ୍ଣ ବର୍ଗଙ୍କୁ

ମୁଖ୍ୟମନ୍ତ୍ରୀଙ୍କ ଭତ୍ତା ଭେଟି

ସ୍ଵାଗତଯୋଗ୍ୟ । ଗତକାଲି ସନ୍ଧ୍ୟାରେ

କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ

ନିଷ୍ପତି ନିଆଯାଇଛି । ଯାହା ଆଗାମି

ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ରାଜ୍ୟର ସମସ୍ତ ସରକାରୀ କଲେଜ ମାନଙ୍କ ଗୁଡିକରେ କ୍ୟାମ୍ପସରେ ଫ୍ରି ୱାଇଫାଇସ୍କିମ କରାଯାଇଛି । ନୂଆ

ଓଡିଶା ଗଠନ କରିବାର ସହାୟକ ହେବ ।

୬୦୧ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ

ଗୁଡିକରେ ଏହି ସୁବିଧା

ମିଳିବ । ପୂର୍ବରୁ ୧୩୦ଟି

କଲେଜରେ ଏହାକୁ ପାଇଲଟ ପ୍ରୋଜେକ୍ଟ କରାଯାଇଥିଲା । ଯାହା ଏନଇପି-2020ରେ ମଧ୍ୟ

ପୂର୍ବରୁ ବିଭିନ୍ନ ମୋଡରେ

କରାଯାଇଥିଲା । ଯାହା ଡିଜିଟାଏ ଏଜୁକେସନ ଉପରେ ବିଶେଷ୍ ସହାୟକ

ହେବ । ପଛୁଆ ବର୍ଗ

ଛାତ୍ରଛାତ୍ରୀ, ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ବିଶେଷ୍ ଲାଭାନ୍ୱିତ ହେବେ ।

ସେପଟେ ଓସିଏସପରୀକ୍ଷାର୍ଥୀ ମାନଙ୍କ ପାଇଁ ପ୍ରୟାସସଂଖ୍ୟା ହଟିଲା । ଯାହା ପ୍ରତିଯୋଗିତା

ମୂଳକ ପରୀକ୍ଷାର୍ଥୀଙ୍କୁ ବେଶ୍

ସହାୟକ ହେବ । ସେପଟେ ବିଭିନ୍ନ ଓଡିଶାରେ ଭାଗଚାଷୀ

ଡିଜିଟାଲ ମାଧ୍ୟମରେ ମଧ୍ଯ ସୁବିଧା

ପାଇପାରିବେ । ଏଭଳି ଅନେକ୍ ନିଷ୍ପତି

ଲୋକଙ୍କ ସରକାର ଗତକାଲି

କ୍ୟାବିନେଟ ମଞ୍ଜୁର ହୋଇଛି ଯାହାକୁ

ଭୂୟସୀ ପ୍ରଶଂସା କରିଛି ବିଜେପି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande