ବିଶ୍ୱ ବିଜ୍ଞାନ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 10 ନଭେମ୍ବର (ହି.ସ.) - ବିଶ୍ୱ ବିଜ୍ଞାନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ବିଜ୍ଞାନ ଦିବସ ଅବସରରେ ଆସନ୍ତୁ, ବୈଜ୍ଞାନିକ ଅନୁସନ୍ଧାନ, ନବସୃଜନ ଓ ଆ
ବିଜ୍ଞାନ


ଭୁବନେଶ୍ୱର, 10 ନଭେମ୍ବର (ହି.ସ.) - ବିଶ୍ୱ ବିଜ୍ଞାନ

ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ଏକ

ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ବିଜ୍ଞାନ ଦିବସ ଅବସରରେ ଆସନ୍ତୁ, ବୈଜ୍ଞାନିକ ଅନୁସନ୍ଧାନ, ନବସୃଜନ ଓ ଆବିଷ୍କାରର ଭାବନାକୁ ଉତ୍ସବ ଭାବେ ପାଳନ କରିବା। ବିଜ୍ଞାନ

ଯୁବପିଢ଼ିର ମନରେ ନୂତନ ପ୍ରେରଣା ଜାଗ୍ରତ କରିବା ସହ ଏକ ଉନ୍ନତ ଓ ଅଧିକ ସ୍ଥାୟୀ ଭବିଷ୍ୟତ ଗଠନ

ଦିଗରେ ପ୍ରଗତିର ମାର୍ଗକୁ ସୁଗମ କରିଚାଲୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande