
ଭୁବନେଶ୍ୱର, 10 ନଭେମ୍ବର (ହି.ସ.)- ଓଆରଏସ୍ ମନୀଷା
ମିଶ୍ରଙ୍କୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର । ମନୀଷା ପ୍ରୋବେସନ ପିରିୟଡରେ ଥିବାବେଳେ ଲାଞ୍ଚ
ନେଇ ଧରାପଡ଼ିଥିଲେ । ବାଲିଆପାଳ ସବ୍ରେଜିଷ୍ଟ୍ରାର୍ ମନୀଷା ମିଶ୍ରଙ୍କୁ ଧରିଥିଲା ଭିଜିଲାନ୍ସ
। ସେ ଜମି ପଞ୍ଜୀକରଣ ପାଇଁ ୭ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ । ୨୦୨୪ରେ ଓଆରଏସଅଧିକାରୀ
ଭାବେ ଯୋଗ ଦେଇଥିଲେ ମନୀଷା ମିଶ୍ର । ପ୍ରୋବେସନ ପିରିୟଡରେ ବାଲିଆପାଳ ସବ୍ରେଜିଷ୍ଟ୍ରାର୍
ଭାବେ ନିଯୁକ୍ତି ପାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା