
ଗଂଜାମ, 11 ନଭେମ୍ବର (ହି.ସ.)ସାନ ଖେମୁଣ୍ଡି ଵ୍ଳକର ହରିଣା ଗାଁର ଏକ ଗାଈ ଗୁହାଳରେ ଏକ ୪ଟିକିଆ ହାତୀ ପଶି ଦୁଇଟି ଗାଈଙ୍କୁ ଗତ ରାତିରେ ଦଳି ଚକଟି ମାରି ଦେଇଛନ୍ତି। ଏହାପରେ ସ୍ଥାନୀୟ ଲୋକମାନେ ହାତୀ ଭୟରେ ଜୀବନ ନିର୍ବାହ କରୁଛନ୍ତି। ଜଙ୍ଗଲ ବିଭାଗ ପକ୍ଷରୁ ଏହି ଅଞ୍ଚଳରୁ ହାତୀ ତଡିବା ବ୍ୟବସ୍ଥା କରିବା ସହ ଗାଈପାଳଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ