
ଗଂଜାମ, 11 ନଭେମ୍ବର (ହି.ସ.) ଦିଗପହଣ୍ଡି ଚୁଡଙ୍ଗପର ଗ୍ରାମରେ ଜଣେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ଆକ୍ରମଣ କରି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ୨ଜଣଙ୍କୁ ଦିଗପହଣ୍ଡି ପୁଲିସ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ସେହି ଗାଁର ଏ ଵଳିଆ ପାତ୍ର ଓ ଏ କାଳିଆ ପାତ୍ର । ୪୬୯/୨୬ରେ ମାମଲା ରୁଜୁ କରି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଦୁଇ ଦିନ ପୂର୍ଵେ ଅଭିଯୁକ୍ତ ଦୁଇଜଣ ଏ ଡାଲି ପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ