ରୂପେଶୀ କପାଟଙ୍କ ଦୁଃଖଦ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ସିଏମଆରଏଫରୁ 4ଲକ୍ଷ ଟଙ୍କାର ସହାୟତା ଘୋଷଣା
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ସୁନ୍ଦରଗଡ଼ ଜିଲ୍ଲା, ଲେଫ୍ରିପଡ଼ା ତହସିଲର ରୂପେଶୀ କପାଟ (ପିତା - ଛାଲ କପାଟ) ଙ୍କର ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍
ରୂପେଶୀ କପାଟଙ୍କ ଦୁଃଖଦ     ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ସିଏମଆରଏଫରୁ 4ଲକ୍ଷ ଟଙ୍କାର ସହାୟତା ଘୋଷଣା


ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ସୁନ୍ଦରଗଡ଼

ଜିଲ୍ଲା, ଲେଫ୍ରିପଡ଼ା

ତହସିଲର ରୂପେଶୀ କପାଟ (ପିତା - ଛାଲ କପାଟ)

ଙ୍କର ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ

ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ

ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷର ଆର୍ଥିକ ସହାୟତା

ଘୋଷଣା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande