
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ଭାଇ ଦୂଜର
ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ
। ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଭାଇ-ଭଉଣୀଙ୍କ ଅତୁଟ
ପ୍ରେମ ଓ ବିଶ୍ୱାସର ପ୍ରତୀକ ପବିତ୍ର ପର୍ବ ‘ଭାଇ ଦୂଜ୍’ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ
ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ମଙ୍ଗଳମୟ ପର୍ବ ପ୍ରତ୍ୟେକ ଭାଇ ଓ ଭଉଣୀଙ୍କ ଜୀବନରେ ସୁଖ, ଆନନ୍ଦ ଓ
ସମୃଦ୍ଧି ଭରିଦେଉ—ଏହା ମୋର ଆନ୍ତରିକ କାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା