
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ‘ଭାଇ ଦୂଜ୍’ର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ
ଜୁଏଲ ଓରାମ । ଏନେଇ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଭାଇ-ଭଉଣୀଙ୍କ
ପାରସ୍ପରିକ ପ୍ରେମ, ଅତୁଟ ବିଶ୍ୱାସ, ସମର୍ପଣ ଓ ପବିତ୍ର ସମ୍ପର୍କର ପ୍ରତୀକ ପର୍ବ ‘ଭାଇ ଦୂଜ୍’
ଅବସରରେ ଆପଣ ସମସ୍ତଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା