
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ନାଗାଲାଣ୍ଡ
ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ
ନେଫିଉ ରିଓଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଗାମୀ ବର୍ଷ ତାଙ୍କ ପାଇଁ
ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ
ନାଗାଲାଣ୍ଡବାସୀଙ୍କ ସେବା କରିବା ପାଇଁ ନୂତନ ଉତ୍ସାହ ଓ ଶକ୍ତି ନେଇ ଆସୁ। ରାଜ୍ୟର ପ୍ରଗତି ଓ
ସମୃଦ୍ଧି ପାଇଁ ତାଙ୍କର ସମସ୍ତ ପ୍ରୟାସ ନିରନ୍ତର ସଫଳତା ହାସଲ କରୁ—ଏହା କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା