
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)- ରାଜ୍ୟରେ ଯୁକ୍ତ
୨ ଫର୍ମ ପୂରଣ ତାରିଖ ବୃଦ୍ଧି କରିଛି ସିଏଚଏସଇ । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି
ହୋଇଛି ଫର୍ମ ପୂରଣ ତାରିଖ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ସମୟ ବୃଦ୍ଧି ହୋଇଛି । ବାତ୍ୟା
ଓ ବନ୍ୟା ପାଇଁ ତାରିଖ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି । ଯୁକ୍ତ ୨ ଫର୍ମ ପୂରଣ ପାଇଁ ଆଜି
ଥିଲା ଶେଷ ତାରିଖ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା