ଦେବଗଡରେ ନୂତନ ଭତ୍ତା ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରିବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ୱର, 11 ନଭେମ୍ବର (ହି.ସ.)-ଦେବଗଡ଼ ମାଟିରୁ ରାଜ୍ୟର ୫,୦୫,୮୧୭ ଜଣ ନୂତନ ଭତ୍ତା ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରିବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ଅବସରରେ ସେ କହିଛନ୍ତି
ସୂର୍ଯ୍ୟବଂଶୀ


ଭୁବନେଶ୍ୱର, 11 ନଭେମ୍ବର (ହି.ସ.)-ଦେବଗଡ଼ ମାଟିରୁ

ରାଜ୍ୟର ୫,୦୫,୮୧୭ ଜଣ

ନୂତନ ଭତ୍ତା ହିତାଧିକାରୀଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରିବାର ଶୁଭାରମ୍ଭ କାର୍ଯ୍ୟକ୍ରମରେ

ଯୋଗଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏହି ଅବସରରେ ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ

ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାର ସମାଜର ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ

ସମ୍ମାନଜନକ ଜୀବନ ଓ ସାମାଜିକ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଅବସରରେ ଭତ୍ତା

ବଣ୍ଟନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସହଜତା ଆଣିବା ଲକ୍ଷ୍ୟରେ ଏକ 'ଏକୀକୃତ

ପେନସନ ପରିଚାଳନା ପୋର୍ଟାଲ' ଏବଂ ଜନସଚେତନତା ରଥର ମଧ୍ୟ ଲୋକାର୍ପଣ କରାଯାଇଛି । ଏହି

କାର୍ଯ୍ୟକ୍ରମରେ ଦେବଗଡ଼ର ଲୋକପ୍ରିୟ ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମଧ୍ୟ ଉପସ୍ଥିତ

ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande