ଆସନ୍ନ ବାତ୍ୟା ମୁକାବିଲା ପାଇଁ ଶେରଗଡ ବ୍ଲକରେ ପ୍ରସ୍ତୁତି ବୈଠକ
ଗଞ୍ଜାମ, ୧୫ ନଭେମ୍ବର (ହି.ସ.)- ପୁଣି ଆଉ ଏକ ବାତ୍ୟା ଓ ବର୍ଷା ଉଭା ହୋଇଥିଵାରୁ ଏହାର ମୁକାବିଲା ପାଇଁ ଶେରଗଡ ବ୍ଲକ ର ସଭାଗୃହରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ଧକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ଭିଡିଓ ତୃପ୍ତିମୟୀ ଯେନା ତହସିଲଦାର ତ୍ରିଦେବ ରଥଙ୍କ ସମେତ ସମସ୍ତ ବ୍ଳକ ସ୍ତରୀୟ
Qwertty


ଗଞ୍ଜାମ, ୧୫ ନଭେମ୍ବର (ହି.ସ.)- ପୁଣି ଆଉ ଏକ ବାତ୍ୟା ଓ ବର୍ଷା ଉଭା ହୋଇଥିଵାରୁ ଏହାର ମୁକାବିଲା ପାଇଁ ଶେରଗଡ ବ୍ଲକ ର ସଭାଗୃହରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ଧକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ଭିଡିଓ ତୃପ୍ତିମୟୀ ଯେନା ତହସିଲଦାର ତ୍ରିଦେବ ରଥଙ୍କ ସମେତ ସମସ୍ତ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଏହାର କିପରି ମୁକାବିଲା କରାଯିବ ଓ କିପରି ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯିବ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande