ମାଇ ଭାରତ ପକ୍ଷରୁ ବଫଲମେଣ୍ଡି ରେ ଜନ ଜାତି ଗୌରବ ଦିବସ
Janajati Diwash in Baphalmendi by My Bharat KANDHAMAL
ଫୋଟ ୨


ଫୋଟ


କନ୍ଧମାଳ, ୧୫ ନଭେମ୍ବର (ହି.ସ.) ମାଇ ଭାରତ କନ୍ଧମାଳ ଜିଲ୍ଲା ତରଫରୁ ଚକାପାଦ ବ୍ଳକ୍ ଅନ୍ତର୍ଗତ ଵପଲମେଣ୍ଡି ଗ୍ରାମ ପଂଚାୟତ ର ଶିଶିବାଲି ଗ୍ରାମ ରେ ଜନ ଜାତୀୟ ଗୌରବ ଦିବସ (ବିର୍ସା ମୁଣ୍ଡା ଙ୍କ) ଜନ୍ମ ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ କ୍ରମ କୁ ମୁଖ୍ୟ ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଚକାପାଦ ବ୍ଲକ ର ସଭ୍ୟ ମଦନ ମୋହନ କହଁର ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଶକ୍ତି କେନ୍ଦ୍ର ମୁଖ୍ୟ ବାପଲମେଣ୍ଡି ର ପ୍ରଫୁଲ୍ଲ କୁମାର ମଲ୍ଲିକ, ସି ଆର୍ ପି ହରି ପ୍ରିୟା ସାହାଣୀ, ଅଙ୍ଗନ୍ ୱାଡ଼ି କର୍ମି ମିଥିଲା ଲଇ, ୱାର୍ଡ ମେମ୍ବର ନଳିନୀ ଦଳ ବେହେରା, ସନ୍ତୋଷ କୁମାର ଦଳ ବେହେରା ଏବଂ ମାଇ ଭାରତ କନ୍ଧମାଳ ଜିଲ୍ଲାର ସହ କର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ l ଅନୁଷ୍ଠିତ କାର୍ଯ କ୍ରମ କୁ ଆଖ ପାଖ ଗ୍ରାମ ରୁ ଏକ ସହ ରୁ ଉର୍ଦ୍ଧ୍ୱ ଜନ ସାଧାରଣ ଯୋଗ ଦେଇଥିଲେ l ଏହି ଦିବସ ରେ ବର୍ଷା ମୁଣ୍ଡା ଙ୍କ ଜୀବନୀ ଏବଂ ଦେଶ ପାଇଁ କରିଥିବା ତାଙ୍କର କାର୍ଯ କଳାପ ଉପରେ ଆଲୋଚନା ହୋଇଥିଲା l ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମ ର ମୁଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ସମସ୍ତ ଜନ ସାଧାରଣ ମାନଙ୍କୁ ଅବଗତ କରି ଥିଲେ l ନୃତ୍ୟ ପ୍ରତିଯୋଗିତା ରେ ବିଜୟୀ ପ୍ରତି ଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ପ୍ରଦାନ କରା ଯାଇ ଥିଲା l ବୈଠକ ରେ ମାଇ ଭାରତ କନ୍ଧମାଳ ଜିଲ୍ଲାର ସହ କର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଏବଂ ଉପସ୍ଥିତ ଥିବା ସମସ୍ତ ଜନ ସାଧାରଣ ମାନଙ୍କୁ ସ୍ୱାଗତ କରି ଥିବା ବେଳେ ପୁର୍ଣ ଚନ୍ଦ୍ର ଦିଗାଲ ଧନ୍ୟ ବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande