ଓୟୁଏଟିର ସିଏଇଟିର ହୀରକ ଜୟନ୍ତୀ କାର୍ଯ୍ୟକ୍ରମରେ କେଭି ସିଂହଦେଓଙ୍କ ଯୋଗଦାନ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କଲେଜ ଅଫ୍ ଏଗ୍ରିକଲ୍ଚରାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଗୌରବମୟ ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଏହି ଅବସରରେ ବିଭିନ୍
କେଭି


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କଲେଜ ଅଫ୍

ଏଗ୍ରିକଲ୍ଚରାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଗୌରବମୟ ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ

ଅତିଥି ଭାବେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ଏହି ଅବସରରେ ବିଭିନ୍ନ ବିଭାଗ ଦ୍ୱାରା ପ୍ରସ୍ତୁତ ଅଭିନବ ପ୍ରଦର୍ଶନୀ

ଓ ଷ୍ଟଲଗୁଡ଼ିକୁ ବୁଲି ଦେଖିଥିଲେ। କଲେଜର ଏହି ସଫଳ ଯାତ୍ରା ଆଗାମୀ ଦିନରେ ଆହୁରି ଆଗକୁ ବଢ଼ୁ

ଏବଂ କୃଷି ତଥା ଇଞ୍ଜିନିୟରିଂ ଜଗତକୁ ଆହୁରି ଅନେକ ସଫଳତା ଦେଉ— ଏହାହିଁ କାମନା କରିଛନ୍ତି କେଭି

ସିଂହଦେଓ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande