ଆଚାର୍ଯ୍ୟ ବିନୋବା ଭାବେଙ୍କୁ ନମନ କଲେ ରାଜ୍ୟପାଳ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଆଚାର୍ଯ୍ୟ ବିନୋବା ଭାବେଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ । ଐତିହାସିକ ଭୂଦାନ ଆନ୍ଦୋଳନ ଏବଂ ସର୍ବୋଦୟ ଦର୍ଶନ ମାଧ୍ୟମରେ ସେ ସାମାଜିକ ନ୍ୟାୟ, ସମାନତା ଓ ଭୂମିହୀନଙ୍କ ଉତ୍ଥାନ ପାଇଁ ନିରନ୍ତର ଉଦ୍ୟମ କରିଥିଲେ
ବିନୋବା ଭାବେ


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଆଚାର୍ଯ୍ୟ

ବିନୋବା ଭାବେଙ୍କୁ ନମନ କରିଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ । ଐତିହାସିକ ଭୂଦାନ

ଆନ୍ଦୋଳନ ଏବଂ ସର୍ବୋଦୟ ଦର୍ଶନ ମାଧ୍ୟମରେ ସେ ସାମାଜିକ ନ୍ୟାୟ, ସମାନତା ଓ ଭୂମିହୀନଙ୍କ ଉତ୍ଥାନ ପାଇଁ ନିରନ୍ତର ଉଦ୍ୟମ କରିଥିଲେ

ବୋଲି ରାଜ୍ୟପାଳ କହିଛନ୍ତି ।

ସାମାଜିକ ଗଣମାଧ୍ୟମ ଏକ୍ସ

ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ମହାନ ଗାନ୍ଧୀବାଦୀ, ସ୍ୱାଧୀନତା ସଂଗ୍ରାମୀ ତଥା ଭାରତ ରତ୍ନ ସମ୍ମାନରେ ସମ୍ମାନିତ

ଆଚାର୍ଯ୍ୟ ବିନୋବା ଭାବେଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଐତିହାସିକ ଭୂଦାନ ଆନ୍ଦୋଳନ ଏବଂ

ସର୍ବୋଦୟ ଦର୍ଶନ ମାଧ୍ୟମରେ ସେ ସାମାଜିକ ନ୍ୟାୟ, ସମାନତା ଓ ଭୂମିହୀନଙ୍କ ଉତ୍ଥାନ ପାଇଁ ନିରନ୍ତର ଉଦ୍ୟମ କରିଥିଲେ।

ତାଙ୍କ ଜୀବନ ଓ ଆଦର୍ଶ ଆଜି ମଧ୍ୟ ସମସ୍ତଙ୍କ ପାଇଁ ଚିରନ୍ତନ ପ୍ରେରଣାର ଉତ୍ସ ହୋଇ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande