ଛଠ ପୂଜାର ଶୁଭକାମନା ଜଣାଇଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଛଠ ପୂଜାର ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଲୋକଆସ୍ଥା, ପବିତ୍ରତା ଓ ପ୍ରକୃତି ପ୍ରତି କୃତଜ୍ଞତାର ଅନନ୍ୟ ପର୍ବ ଛଠ ପୂଜା ସମସ୍
ଛଠ୍


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଛଠ ପୂଜାର

ଶୁଭକାମନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏନେଇ ସୋସିଆଲ ମିଡିଆ

ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଲୋକଆସ୍ଥା,

ପବିତ୍ରତା ଓ ପ୍ରକୃତି ପ୍ରତି କୃତଜ୍ଞତାର ଅନନ୍ୟ ପର୍ବ ଛଠ ପୂଜା

ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ। ସୂର୍ଯ୍ୟଦେବ ଓ ଛଠୀ ମାଆଙ୍କ ନିକଟରେ

ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁଖମୟ ଜୀବନ ଓ ମଙ୍ଗଳମୟ ଭବିଷ୍ୟତ କାମନା କରୁଛି। ପବିତ୍ର ଛଠ

ମହାପର୍ବର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ!

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande