ବାତ୍ୟା ଆକ୍ବାନ୍ ମୁକାବିଲା ପାଇଁ ଗ୍ରାଉଣ୍ଡରେ ବ୍ରହ୍ମପୁର ପୁଲିସ
ଗଂଜାମ, ୧୯ ନଭେମ୍ବର (ହି.ସ) ସମ୍ଭାବ୍ୟ ବାତ୍ୟା ଅକ୍ୱାନ ପାଇଁ ଏସ୍ପି ବ୍ରହ୍ମପୁର, ଏସଡିପିଓ ସଦର ଓ ଆଇଆଇସି ଗୋପାଳପୁରଙ୍କ ସମେତ ଅନ୍ୟ ଅଧିକାରୀମାନେ ବେଳାଭୂମି ଗାଁ ଓ ବିପଦପ୍ରବଣ ଆଶ୍ରୟସ୍ଥଳୀ ବୁଲି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ନ ବାତ୍ୟା ଆକ୍ବାନ୍ ପାଇଁ ସତର୍କତାମୂଳକ ଭାବେ ଅସୁରକ୍ଷିତ ଆଶ
Qetyuioo


ଗଂଜାମ, ୧୯ ନଭେମ୍ବର (ହି.ସ) ସମ୍ଭାବ୍ୟ ବାତ୍ୟା ଅକ୍ୱାନ ପାଇଁ ଏସ୍ପି ବ୍ରହ୍ମପୁର, ଏସଡିପିଓ ସଦର ଓ ଆଇଆଇସି ଗୋପାଳପୁରଙ୍କ ସମେତ ଅନ୍ୟ ଅଧିକାରୀମାନେ ବେଳାଭୂମି ଗାଁ ଓ ବିପଦପ୍ରବଣ ଆଶ୍ରୟସ୍ଥଳୀ ବୁଲି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ନ ବାତ୍ୟା ଆକ୍ବାନ୍ ପାଇଁ ସତର୍କତାମୂଳକ ଭାବେ ଅସୁରକ୍ଷିତ ଆଶ୍ରୟସ୍ଥଳୀରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି। ଉପକୂଳ ଓ ତଳିଆ ଅଞ୍ଚଳବାସୀଙ୍କୁ ପୁଲିସ ଓ ପ୍ରଶାସନକୁ ସହଯୋଗ କରି ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳୀକୁ ଯିବାକୁ ବ୍ରହ୍ମପୁର ପୁଲିସ ନିବେଦନ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande