
ଗଂଜାମ, 19 ନଭେମ୍ବର (ହି.ସ.) ବନ୍ୟା ଓ ବାତ୍ୟାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ତଥା ଖାଲୁଆ ଓ ଭୂସ୍ଖଳନ ହେଉଥିବା ପାର୍ବତ୍ୟ ଅଞ୍ଚଳର ପ୍ରାୟ ୨୫ହଜାର ଲୋକଙ୍କୁ ଗତକାଲି ବିଳମ୍ବିତ ରାତି ସୁଦ୍ଧା ନିରାପଦ ସ୍ଥାନକୁ ନେଇ ରଖାଯାଇଛି। ସେମାନଙ୍କୁ ତିନି ଯାଏ ସୁଖିଲା ଓ ରନ୍ଧାଖାଦ୍ୟ ଦେବାପାଇଁ ବ୍ୟବସ୍ଥା କରାଯାଇଛି। ଆହୁରି ଲକ୍ଷାଧିକ ଲୋକଙ୍କୁଆଜି ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ