ଶେରଗଡ଼ ବ୍ଲକରେ ଅକବାନ ପାଇଁ କାର୍ଯ୍ୟକ୍ରମ
ଗଞ୍ଜାମ, ୧୯ ନଭେମ୍ବର (ହି.ସ.)- ଶେରଗଡ ବ୍ଲକରେ ଅକବାନ ପାଇଁ ୫୧ଟି ରିଲିଫ କେନ୍ଦ୍ର ,୨୨ଟି ମୁକ୍ତ ରନ୍ଧନ କେନ୍ଦ୍ର, ଆଶ୍ରୟ ସ୍ଥଳୀରେ ୩୧୪୦ ଜଣଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇଛି। ୧୫୬୪୭ ଜଣଙ୍କୁ ମାଗଣା ଖାଦ୍ୟ ଯୋଗାଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶେରଗଡ଼ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ୬.୫ ମିଲିମ
ଶେରଗଡ଼ ବ୍ଲକରେ ଅକବାନ ପାଇଁ କାର୍ଯ୍ୟକ୍ରମ


ଗଞ୍ଜାମ, ୧୯ ନଭେମ୍ବର (ହି.ସ.)- ଶେରଗଡ ବ୍ଲକରେ ଅକବାନ ପାଇଁ ୫୧ଟି ରିଲିଫ କେନ୍ଦ୍ର ,୨୨ଟି ମୁକ୍ତ ରନ୍ଧନ କେନ୍ଦ୍ର, ଆଶ୍ରୟ ସ୍ଥଳୀରେ ୩୧୪୦ ଜଣଙ୍କୁ ଥଇଥାନ ବ୍ୟବସ୍ଥା କରାଯାଇଛି। ୧୫୬୪୭ ଜଣଙ୍କୁ ମାଗଣା ଖାଦ୍ୟ ଯୋଗାଣ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶେରଗଡ଼ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ୬.୫ ମିଲିମିଟର ବର୍ଷା ହୋଇଛି ବୋଲି ଵିଡିଓ ତୃପ୍ତିମୟୀ ଯେନା ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande