
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ବାତ୍ୟା ଅକୱାନ୍ ଆଲର୍ଟ ପାଇଁ ପୁଣି ୩ ଜିଲ୍ଲା ପାଇଁ ୩
ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଆଇଏଏସଭୁପେନ୍ଦ୍ର ସିଂ
ପୁନିଆ ରହିବେ । ବାଲେଶ୍ୱର ଓ ମୟୂରଭଞ୍ଜ ଦାୟିତ୍ୱରେ କେ. ସୁଦର୍ଶନ ଚକ୍ରବର୍ତ୍ତୀ । ଗଞ୍ଜାମ ଦାୟିତ୍ୱରେ ଦକ୍ଷିଣାଞ୍ଚଳ ଆର୍ଡିସି ବିଜୟ
ଅମୃତା କୁଲାଙ୍ଗେଙ୍କୁ ଦାୟିତ୍ୱ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା