
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ରାଜ୍ୟରେ ବର୍ଷକୁ ସଡ଼କ ଦୁର୍ଘଟଣାରେ ଯାଇଛି 5,782 ଜୀବନ । ରାଜ୍ୟରେ
ମୋଟ 325 ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଛି । ଜାତୀୟ ରାଜପଥରେ 257 ଟି ବ୍ଲାକ ସ୍ପଟ, ରାଜ୍ୟ ରାଜପଥରେ 68 ବ୍ଲାକ ସ୍ପଟ
ରହିଛି । ସର୍ବାଧିକ ମୟୁରଭଞ୍ଜରେ 33, କଟକ ଅନୁଗୁଳ 25 ଲେଖାଁଏ ଓ ଖୋର୍ଦ୍ଧାରେ 22 ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଛି । ବିଧାନସଭାରେ
ପରିବହନ ମନ୍ତ୍ରୀ ବିଭୁତି ଜେନା ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା