ରାଜ୍ୟର ୩ ଜିଲ୍ଲାରେ ଅଛି ସୁନା ଖଣି
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)-ଓଡ଼ିଶାର ସୁନା ଖଣି ! ରାଜ୍ୟର ୩ ଜିଲ୍ଲାରେ ଅଛି ସୁନା ଖଣି । କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ ପାଇଛନ୍ତି ରାଜ୍ୟ ସରକାର । ଦେବଗଡ ଓ ସୁନ୍ଦରଗଡରେ ଅଛି ରୂପା ଖଣି । କଳାହାଣ୍ଡିରେ ମିଳିଛି ମୂ
ରାଜ୍ୟର ୩ ଜିଲ୍ଲାରେ ଅଛି ସୁନା ଖଣି


ଭୁବନେଶ୍ୱର, 19 ନଭେମ୍ବର (ହି.ସ.)-ଓଡ଼ିଶାର ସୁନା ଖଣି

! ରାଜ୍ୟର ୩ ଜିଲ୍ଲାରେ ଅଛି ସୁନା ଖଣି । କେନ୍ଦୁଝର, ମୟୂରଭଞ୍ଜ ଓ

ଦେବଗଡ଼ ଜିଲ୍ଲାରେ ମିଳିଛି ସୁନା ଖଣିର ସନ୍ଧାନ ପାଇଛନ୍ତି ରାଜ୍ୟ ସରକାର । ଦେବଗଡ ଓ

ସୁନ୍ଦରଗଡରେ ଅଛି ରୂପା ଖଣି । କଳାହାଣ୍ଡିରେ ମିଳିଛି ମୂଲ୍ୟବାନ ମାଣିକ୍ୟ ବା ରୁବିଖଣିର ସନ୍ଧାନ । ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଲିଖିତ

ପ୍ରଶ୍ନର ଉତ୍ତର ରଖି ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande