କୋଟିଆ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଭ୍ରାନ୍ତି କରୁଛି-  ସରୋଜ ପ୍ରଧାନ
ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ତାରା ବାହିନୀପତିଙ୍କୁ କାଉଣ୍ଟର କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ । ସେ କହିଛନ୍ତି ଯେ, କୋଟିଆ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଭ୍ରାନ୍ତି କରୁଛି | ଲମ୍ବା ସମୟ ଉଭୟ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ରହିଥିଲା |
କୋଟିଆ ପ୍ରସଙ୍ଗ ଉଠାଇ କଂଗ୍ରେସ ବିଭ୍ରାନ୍ତି କରୁଛି-  ସରୋଜ ପ୍ରଧାନ


ଭୁବନେଶ୍ୱର, 19 ନଭେମ୍ବର (ହି.ସ.)- ତାରା ବାହିନୀପତିଙ୍କୁ କାଉଣ୍ଟର କରିଛନ୍ତି ସରକାରୀ ଦଳ

ମୁଖ୍ୟ ସଚେତକ ସରୋଜ ପ୍ରଧାନ । ସେ କହିଛନ୍ତି ଯେ, କୋଟିଆ ପ୍ରସଙ୍ଗ ଉଠାଇ କଂଗ୍ରେସ

ବିଭ୍ରାନ୍ତି କରୁଛି | ଲମ୍ବା ସମୟ ଉଭୟ

କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ରହିଥିଲା | କୋଟିଆ ସମସ୍ୟା

ସ୍ବାଧୀନତା ପରବର୍ତ୍ତୀ ସମୟରେ ଆରମ୍ଭ ହେଲା | ସେତେବେଳେ ଚାହିଁଥିଲେ

ସେମାନେ ସମାଧାନ କରିପାରିଥାନ୍ତେ କିନ୍ତୁ କଲେ ନାହିଁ | ଆମ ସରକାରକୁ ଆସିବା

ପରେ କୋଟିଆକୁ ନେଇ ସମ୍ବେଦନଶୀଳ ରହିଛି | ଯାହା କୋଟିଆରେ

ହୋଇଛି ସବୁ ତଥ୍ୟ ଆମ ସମୟରେ ଲୋକଲୋଚନକୁ ଆସିଛି | ସରକାର କୋଟିଆକୁ

ନେଇ ସମ୍ବେଦନଶୀଳ ଅଛନ୍ତି, ଆଲୋଚନା ପାଇଁ ମଧ୍ୟ

ପ୍ରସ୍ତୁତ ଅଛନ୍ତି | ସେମାନେ ଅଯଥା

ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande