ବେଆଇନ ବାଣ ବିକ୍ରି ଓ ମହଜୁଦ, ବିପୁଳ ବାଣ ଜବତ : ଜଣେ ଗିରଫ
ଗଞ୍ଜାମ, ୨ ନଭେମ୍ବର (ହି.ସ.)- ଆଜି ଵ୍ରହ୍ମପୁର ଲକ୍ଷ୍ମୀନରସିଂହ ସାହି ଷଷ୍ଠ ଲେନରେ ବେଆଇନ ଭାବେ ବାଣ ମହଜୁଦ ଓ ବିକ୍ରି ହେଉଥିବା ସୂଚନା ପାଇ ବଡବଜାର ପୋଲିସ ସେଠାରେ ଚଢଉ କରି ବିପୁଳ ପରିମାଣର ବାଣ ଜବତ କରିଛି। ଘଟଣାରେ ବାଣଵେପାରୀ ବି. ସୁମନ ପାତ୍ର (୨୫)କୁ ପୁଲିସ ଗିରଫ କରିଛି।
Qetyuio


ଗଞ୍ଜାମ, ୨ ନଭେମ୍ବର (ହି.ସ.)- ଆଜି ଵ୍ରହ୍ମପୁର ଲକ୍ଷ୍ମୀନରସିଂହ ସାହି ଷଷ୍ଠ ଲେନରେ ବେଆଇନ ଭାବେ ବାଣ ମହଜୁଦ ଓ ବିକ୍ରି ହେଉଥିବା ସୂଚନା ପାଇ ବଡବଜାର ପୋଲିସ ସେଠାରେ ଚଢଉ କରି ବିପୁଳ ପରିମାଣର ବାଣ ଜବତ କରିଛି।

ଘଟଣାରେ ବାଣଵେପାରୀ ବି. ସୁମନ ପାତ୍ର (୨୫)କୁ ପୁଲିସ ଗିରଫ କରିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande